ଧଉଳି ଶାନ୍ତିସ୍ତୂପରେ ପର୍ଯ୍ୟଟକ ଅସୁରକ୍ଷିତ: ବିଏସ୍‌ଏଫ୍‌ କମାଣ୍ଡରଙ୍କୁ ପିଟିଲେ ଦୁର୍ବୃତ୍ତ

ଧଉଳି: ଧଉଳି ଶାନ୍ତିସ୍ତୂପରେ ପର୍ଯ୍ୟଟକ ଅସୁରକ୍ଷିତ। ଗାଡ଼ି ସାଇଡ୍‌କୁ କେନ୍ଦ୍ର କରି ଶାନ୍ତିସ୍ତୂପ ପରିସରରେ ଆଜି ଅପରାହ୍‌ଣରେ ଭୀଷଣ ଗଣ୍ଡଗୋଳ ହୋଇଛି। ନିଶାଡ଼ି ଯୁବକମାନେ ଜଣେ ବିଏସଏଫ କମାଣ୍ଡରଙ୍କ ସମେତ ଅନ୍ୟ ଏକ ଦମ୍ପତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ସେମାନଙ୍କ ମାଡ଼ରେ ରାୟଗଡ଼ାରେ ବିଏସଏଫ୍‌ କମାଣ୍ଡର୍‌ ଭାବେ କାର୍ଯ୍ୟରତ ବିକାଶ କୁମାର ମିଶ୍ର (୩୮) ଗୁରତର ଆହତ ହୋଇଛନ୍ତି। ଅଭିଯୁକ୍ତଙ୍କ କାଠବହ୍ଲା ମାଡ଼ରେ ବିକାଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା … Continue reading ଧଉଳି ଶାନ୍ତିସ୍ତୂପରେ ପର୍ଯ୍ୟଟକ ଅସୁରକ୍ଷିତ: ବିଏସ୍‌ଏଫ୍‌ କମାଣ୍ଡରଙ୍କୁ ପିଟିଲେ ଦୁର୍ବୃତ୍ତ